ରକ୍ତ ପିତ୍ତ Rakta pitta

  • ସଂ. ବି. — ରୋଗବିଶେଷ; ଯେଉଁ ରୋଗରେ ନାକ ଓ ମୂଖବାଟେ ଝଲକା ଝଲକା ରକ୍ତ ପଡ଼େ — A disease consisting of bloody discharge through mouth and nostrils
  • ସଂ. ବି. — ପିତ୍ତପ୍ରକୋପଜନିତ ରକ୍ତଦୁଷ୍ଠି — Derangement of blood produced by bile (Apte)
  • ଦେ. ବି — ବନ୍ୟବୃକ୍ଷ ବିଶେଷ — Ventilago Madraspatana (tree)