ରକ୍ତ ପିଇବା Rakta pi-ibā
- ଦେ. କ୍ରି — ହତ ଜୀବଦେହରୁ ରକ୍ତପାନ କରିବା — To drink blood
- ଦେ. କ୍ରି — ଜୀବ ଦେହରୁ ରକ୍ତ ଶୋଷଣ କରିବା — To suck blood out of an animal's body
- ଦେ. କ୍ରି — (ଲକ୍ଷଣାର୍ଥେ) (ଯେଉଁପରି ଜୀବଙ୍କ ତୋଟି କଣା କରି ବାଘ ରକ୍ତ ପିଏ) କୌଣସି ବ୍ୟକ୍ତିକୁ ହତ୍ୟା କରିବା — (Figurative) To kill a person
- ଦେ. କ୍ରି — (ଲକ୍ଷଣାର୍ଥେ) ମନୁଷ୍ୟକୁ ଅନ୍ତଃସାରଶୂନ୍ୟ ବା ହୀନବଳ କରିବା — To make a person lose strength (figurative)
- ଦେ. କ୍ରି — (ଯଥା—ମୁଁ ଋଣ— ଜାଲରେ ଜଡ଼ିତ ହେବାରୁ ମହାଜନମାନେ ମୋ ଦେହରୁ ରକ୍ତ ପିଇଗଲେଣି)।
- ଦେ. କ୍ରି — (ଗାଳି) ଆର୍ତ୍ତବପାନ— ରୂପକ ଘୃଣାଜନକ କାର୍ଯ୍ୟ କରିବା — (a term of vile reproach) To drink the menstrual discharge