ରକ୍ତ ପାଦ Rakta pāda

  • ସଂ. ବି— (କର୍ମଧା; ରକ୍ତ+ପାଦ) — ନାଲିଆ ଗୋଡ଼ — Red leg
  • ସଂ. ବି— (କର୍ମଧା; ରକ୍ତ+ପାଦ) — (ବହୁବ୍ରୀହି) ଶୁକପକ୍ଷୀ — 3. Parrot
  • ସଂ. ବି— (କର୍ମଧା; ରକ୍ତ+ପାଦ) — ଯୁଦ୍ଧରଥ — A war-chariot (Apte)
  • ସଂ. ବି— (କର୍ମଧା; ରକ୍ତ+ପାଦ) — ହସ୍ତୀ — An elephant (Apte)
  • ବିଣ (ବହୁବ୍ରୀହି) ଲୋହିତ ଚରଣଯୁକ୍ତ — Red-legged