ରକ୍ତ ପାଣି Rakta pāṇi

  • ଦେ. ବି—(ସଂ. ରକ୍ତ+ପାନୀୟ) — ରକ୍ତ ମିଶ୍ରିତ ଜଳ — Blood mixed with water
  • ଦେ. ବି—(ସଂ. ରକ୍ତ+ପାନୀୟ) — (ରକ୍ତ ପରି ଗାଢ଼ା ନ ହୋଇ ଫିକା ଓ ପତଳା ଦେଖା ଯିବାରୁ) ସ୍ତ୍ରୀଲୋକମାନଙ୍କ ରଜଃ; ନେଡ଼ ପାଣି — Menstrual flow; menstrual discharges