ରକ୍ତ ପାଣି ହେବା Rakta pāṇi hebā

  • ଦେ. ବି.— (ଲକ୍ଷଣାର୍ଥ) — ଚିନ୍ତାରେ ବା ଭୟରେ ଆତୁର ବା ଛାନିଆ ହେବା — Being struck with terror or anxiety
  • ଦେ. ବି.— (ଲକ୍ଷଣାର୍ଥ) — [ରକ୍ତ ପାଣି ଫାଟି ଯିବା, ରକ୍ତ ପାଣେଇ ଯିବା—ଅନ୍ୟରୂପ]