ରକ୍ତ ପାକୀ Rakta pākī

  • ସଂ. ବି.— (ଏହା ରକ୍ତ ପରିଷ୍କାର କରୁଥିବାରୁ) — ଅଙ୍କରାନ୍ତି; କଣ୍ଟକାରୀ; ବୃହତୀ — Solanum Indicum; Solanum Hirsutum
  • ସଂ. ବି.— (ଏହା ରକ୍ତ ପରିଷ୍କାର କରୁଥିବାରୁ) — [ଦ୍ର—ଏହାର ମୂଳ ଦଶ— ମୂଳ ପାଚନରେ ଲାଗେ।]