ରକ୍ତ ପତ୍ର Rakta patra

  • ସଂ. ବି. — (କର୍ମଧା) ନାଲିଆ ପତ୍ର — Red leaf
  • ସଂ. ବି. — (ବହୁବ୍ରୀହି) ରକ୍ତ କଇଁ — Red water-lily
  • ବିଣ.—(ବହୁବ୍ରୀହି) — ନାଲି ପତ୍ରଯୁକ୍ତ — Red-leafed
  • ବିଣ.—(ବହୁବ୍ରୀହି) — ନାଲି ପାଖୁଡ଼ା— ଯୁକ୍ତ — Red-petalled