ରକ୍ତ ପକ୍ଷ Rakta paksha

  • ସଂ. ବି.— (କର୍ମଧା; ରକ୍ତ +ପକ୍ଷ) — ନାଲିଆ ଡେଣା — Red wings
  • ସଂ. ବି.— (କର୍ମଧା; ରକ୍ତ +ପକ୍ଷ) — (ବହୁବ୍ରୀହି)— ଗରୁଡ଼ — Garuṟḍ̠a, the king of birds
  • ବିଣ. ପୁଂ. — ରକ୍ତପକ୍ଷଯୁକ୍ତ — Having red wings