ରକ୍ତ ନୟନ Rakta nayana

  • ସଂ. ବି — (କର୍ମଧା)—ଲୋହିତ ଚକ୍ଷୁ — Blood- shot eyes; blood-red eyes
  • ସଂ. ବି — (ବହୁବ୍ରୀହି) ତିତ୍ତିର ପକ୍ଷୀ — The partridges; Perdix Rufa
  • ବିଣ. ପୁଂ. (ବହୁବ୍ରୀହି) — ରକ୍ତଚକ୍ଷୁର୍ବିଶିଷ୍ଟ — Red-eyed