ରକ୍ତ ଧାତୁ Rakta dhātu
- ସଂ. ବି — (କର୍ମଧା) ରକ୍ତବର୍ଣ୍ଣ ଧାତୁ — Any red metal
- ସଂ. ବି — ତାମ୍ର; ତମ୍ବା — Copper
- ସଂ. ବି — ଗେରୁ ମାଟି — Red chalk; red ochre
- ସଂ. ବି — (ରୂପକ) ଦେହସ୍ଥ ଧାତୁ ବିଶେଷ; ରକ୍ତ — The blood; an element of the body
- ସଂ. ବି — ହରିତାଳ — Orpiment (Apte)