ରକ୍ତ ଦୁଷ୍ଟ Rakta dushṭa
- ସଂ. ବି — ରକ୍ତର ଦୂଷିତ ଅବସ୍ଥା — Impoverished or impure blood; tainted or vitiated condition of blood
- ସଂ. ବି — [ଦ୍ର— ଏଥିଯୋଗୁଁ ନାନାରୋଗ ହୁଏ। ରକ୍ତରେ କୌଣସି ବିଷ ପ୍ରବେଶ କଲେ ଚର୍ମରୋଗ, ବ୍ରଣ, ବିଚର୍ଚ୍ଚିତା, କୁଷ୍ଠ ଆଦି ରୋଗ ହୁଏ ଓ ମୃତ୍ୟୁ ମଧ୍ୟ ଘଟେ।]