ରକ୍ତ ଦାନ Rakta dāna

  • ସଂ. ବି — (ଆଧୁନିକ)—କୌଣସି ରକ୍ତହୀନ ରୋଗୀକୁ ବଞ୍ଚାଇବା ପାଇଁ ତା ଦେହରେ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନସିଦ୍ଧ ରୀତିରେ କେତେକ ବିଶୁଦ୍ଧ ରକ୍ତ ପୂରାଇବା ପାଇଁ ନିଜଦେହରୁ ଡାକ୍ତରଙ୍କ ଦ୍ୱାରା ରକ୍ତ ନିଆଯିବା ପାଇଁ ଦେବା — Letting some blood to be taken out of one's body by the doctor to infuse it into the body of a bloodless patient
  • ସଂ. ବି — (ଲକ୍ଷଣାର୍ଥ) ଅନ୍ୟ ପାଇଁ ନିଜର ପ୍ରାଣ ଉତ୍ସର୍ଗ ବା ପ୍ରାଣପାତ କରିବା — Sacrificing one's life for the benifit of another