ରକ୍ତ ଥୋପି ପଡ଼ିବା Rakta thopi paṟḍ̠ibā

  • ଦେ. ବି — ସୁସ୍ଥ ଶରୀରରେ ବିଶୁଦ୍ଧ ରକ୍ତର ଆଧିକ୍ୟ ଯୋଗୁଁ ମୁହଁ ଓ ଦେହ ରକ୍ତାଭ ଦେଖାଯିବା — Rosy appearance of a person due to exuberance of healthy blood in the body