ରକ୍ତ ତ୍ରିବୃତ୍ Rakta tribṛut
- ସଂ. ବି — ନାଲି ତୁହୁଡ଼ି ଲତା — A sort of creeper; Operculina Turpethum
- ସଂ. ବି — (ତିହୁଡ଼ି ଦେଖ)
- ସଂ. ବି — ମସୂର (ଡାଲି) — A sort of lentil; Lens Esculenta; Ervum Hirsutem
- ସଂ. ବି — ଖେସାରି (ଡାଲି) — A sort of lentil; Ervum Ciccalens; Lathyrus Sativus