ରକ୍ତ ତେଜ Rakta teja

  • ଦେ ବି. (ଲକ୍ଷଣାର୍ଥେ) — ଶରୀରରେ ବିଶୁଦ୍ଧ ରକ୍ତର ଉପସ୍ଥିତି ଜନିତ ସ୍ଥାସ୍ଥ୍ୟ — (figurative) Healthy and sound condition of the body due to healthy blood
  • ଦେ ବି. (ଲକ୍ଷଣାର୍ଥେ) — ଯୌବନ ଜନିତ ବା ରକ୍ତର ସୁସ୍ଥାବସ୍ଥାଜନିତ ଆଭା ବା ସ୍ଫୂର୍ତ୍ତି — Sprightliness due to healthy blood (on account of youth or sound health); exuberance of spirits due to healthy blood in the system