ରକ୍ତ ତୃଣା Rakta tṛuṇā

  • ସଂ. ବି — ଧାନ ବିଲରେ ଜନ୍ମିବା ଏକ ପ୍ରକାର ତୃଣ; ଗୋମୂତ୍ରିକା; ଗୋରୁ ମୂଥା — A sort of grass growing in cornfields
  • ସଂ. ବି — [ଦ୍ର—ଏହା ମେଷାଦି ଗୋଙ୍କର ପୁଷ୍ଟିକାରକ ଖାଦ୍ୟ।]