ରକ୍ତ ଜ୍ୱର Rakta jwara
- ସଂ. ବି (ମ. ପ. ଲୋ) — ଏକ ପ୍ରକାର ଜ୍ୱର — Scarlatina; scarlet fever
- ସଂ. ବି (ମ. ପ. ଲୋ) — [ଦ୍ର—ଏହି ଜ୍ୱରର ଆକ୍ରମଣର ତୃତୀୟ ଦିନ ମୁହଁ ଓ ଦେହ— ଯାକ ନାଲିଆ ବ୍ରଣମାନ ବାହାରିଯାଏ ଓ 7 ମ ଦିନ ଚମର ସ୍ତର ଉଠିଯାଏ।] — [ଦ୍ର—ଏହି ଜ୍ୱରର ଆକ୍ରମଣର ତୃତୀୟ ଦିନ ମୁହଁ ଓ ଦେହ— ଯାକ ନାଲିଆ ବ୍ରଣମାନ ବାହାରିଯାଏ ଓ7ମ ଦିନ ଚମର ସ୍ତର ଉଠିଯାଏ]