ରକ୍ତ ଗରମ ହେବା Rakta garama hebā

  • ଦେ. ବି — (ଲକ୍ଷଣାର୍ଥ) ହଠାତ୍ କ୍ରୋଧରେ ଅସ୍ଥିର ହେବା; ପିତ୍ତ ଚହଟିବା — (figurative) Being in a fit of rage
  • ଦେ. ବି — ବାତୁଳ ହୋଇଯିବା — Becoming mad