ରକ୍ତ ଗଙ୍ଗା Rakta gaṅgā

  • ସଂ. ବି (ସଂସ୍କୃତ ଶବ୍ଦ କିନ୍ତୁ ଦେଶଜ ବ୍ୟବହାର) — (ଯୁଦ୍ଧ— କ୍ଷେତ୍ରାଦିରେ ଓ ଜୀବହତ୍ୟା ସ୍ଥାନରେ) ନଦୀ ପ୍ରବାହ ପରି ଧାରାକାରରେ ବହୁଥିବା ରକ୍ତସ୍ରୋତଃ; ଭୟଙ୍କର ରକ୍ତପ୍ରବାହ — River of blood; copious flow of blood (on a field of battle or in a slaughter-house)