ରକ୍ତ କୁଷ୍ଠ Rakta kushṭha

  • ସଂ. ବି — ବିସର୍ପ ନାମକ ରୋଗ — A kind of skin-disease
  • ସଂ. ବି — [ଦ୍ର—ଏଥିରେ ଦେହତମାମ୍ ଜଳାପୋଡ଼ା କରେ ଦେହଯାକ ରକ୍ତବର୍ଣ୍ଣ ଓ କୃଷ୍ଠରୋଗ ପରି କ୍ଷତ ହୁଏ—ହି. ଶ.]