ରକ୍ତ କାର୍ପାସିକା Rakta kārpāsikā

  • ସଂ. ବି — ନାଲି କପା — The red-flowered variety of the cotton plant
  • ସଂ. ବି — [ଦ୍ର—ଏହା ମଧୁରକଷାୟରସ, ଈଷତ୍ ଉଷ୍ଣବୀର୍ଯ୍ୟ, ସ୍ତନ୍ୟବର୍ଦ୍ଧକ ଓ ବଳକର—ଦ୍ରବ୍ୟଗୁଣ।]