ରକ୍ତ କନ୍ଦ Rakta kanda

  • ସଂ. ବି.—(ବହୁବ୍ରୀହି) — ପ୍ରବାଳ; ପୋହଳା — Coral
  • ସଂ. ବି.—(ବହୁବ୍ରୀହି) — ପିଆଜ (ହି. ଶବ୍ଦସାଗର) — Onion
  • ସଂ. ବି.—(ବହୁବ୍ରୀହି) — ନାଲି ଆଳୁ (ହି. ଶ.) — Red-bulbed yam