ରକ୍ତ କନା Rakta kanā
- ଦେ. ବି. — ରକ୍ତାକ୍ତ ବସ୍ତ୍ରଖଣ୍ଡ — Rag soaked with blood
- ଦେ. ବି. — ଋତୁ ସମୟରେ ସ୍ତ୍ରୀମାନଙ୍କ ଦ୍ୱାରା ପରିହିତ ହେବା ଯୋଗୁଁ ରକ୍ତାକ୍ତ ବସ୍ତ୍ରଖଣ୍ଡ; ତଳି କନା — Raga used by females during menses and soaked with the menstrual blood; sanitary rag or towel
- ଦେ. ବି. — ପ୍ରସବ କାଳରେ ଗର୍ଭରୁ ସ୍ରବି ଥିବା ରକ୍ତାଦିରେ ବୁଡ଼ିଥିବା କନା — Bloody rag; rags soaked with bloody discharge from the womb at child-birth