ରକ୍ତ ଆମାଶା Rakta āmāṡa

  • ଦେ. ବି (ସଂ. ରକ୍ତାମାଶୟ) — ଝଡ଼ା ସଙ୍ଗେ ରକ୍ତ ପଡ଼ିବା ରୋଗ — A disease accompanied with bloody stools
  • ଦେ. ବି (ସଂ. ରକ୍ତାମାଶୟ) — ରକ୍ତାତିସାର; ନାଳରକ୍ତ ଝାଡ଼ା — Dysentery