ରକ୍ତ ଆବୁ Rakta ābu

  • ଦେ. ବି (ସଂ. ରକ୍ତ ଓ ଅର୍ବୁଦ) — ପ୍ରସବ ସମୟରେ ଶିଶୁର ମୁଣ୍ଡରେ ଖୁବ୍ ଚାପ ପଡ଼ିବା ଯୋଗୁଁ ତା ମୁଣ୍ଡରେ ବାହାରିବା ରକ୍ତ ବର୍ଣ୍ଣର ଆବୁ (ଡାକ୍ତର ରାଜକିଶୋର—ପ୍ରସୂତିଚର୍ଯ୍ୟା) — Haematoma