ରକା ଝାଡ଼ିବା Rakā jhāṟḍ̠ibā

  • ଦେ. କ୍ରି — ମନ୍ତ୍ର ଉଚ୍ଚାରଣ ପୂର୍ବକ ମୁହଁରେ ଫୁଙ୍କି ରକାକୁ ଛଡ଼ାଇବା ପାଇଁ ରକାଯୁକ୍ତ ଅଙ୍ଗରେ ହାତ ବୁଲାଇବା — To practise massage and blow wind by the mouth on the part of the body affected with nervous spasm