ରକା ଛଡ଼େଇବା Raka chhaṟḍ̠eibā

  • ଦେ. କ୍ରି — ଝଡ଼ାଫୁଙ୍କା ଦ୍ୱାରା ବା ବୈଦ୍ୟୁତିକ ଯନ୍ତ୍ର ସାହାଯ୍ୟରେ ରକାକୁ ଭଲ କରିବା — To cure nervous spasm due to wind by blowing with the mouth or by muttering incantations or by electric current