ରକଟା ଛଡ଼ାଇବା Rakaṭa chhaṟḍ̠āibā
- ଦେ. କ୍ରି — ଅଇଣ୍ଠା ବା ଶଙ୍ଖୁଡ଼ି ବାସନକୁ ପାଣିରେ ବତୁରାଇ ଓ ଉତ୍ତମ— ରୂପେ ମାଜି ତହିଁରେ ଲାଗି ଶୁଖିଯାଇଥିବା ଖାଦ୍ୟ ଦ୍ରବ୍ୟର କଣାମାନଙ୍କୁ ଛଡ଼ାଇବା — To cleanse the dry particles of food etc. sticking to a plate remaining long unwashed after use
- ଦେ. କ୍ରି — କୌଣସି ପଦାର୍ଥରେ ବସିଥିବା ମଳିକୁ ପରଷ୍କାର କରିବା — To cleanse the dirt sticking to an article