ରଇତଉଆର୍ Raitauār

  • ବୈଦେ. ବିଣ (ଫା. ରାଇୟାତ୍ ବାର୍) — ରଇତ— ସମ୍ବନ୍ଧୀୟ — Relating to a rayat
  • ବୈଦେ. ବିଣ (ଫା. ରାଇୟାତ୍ ବାର୍) — ରଇତଦ୍ୱାରା ଅଧିକୃତ — Held by a tenant
  • ବୈଦେ. ବିଣ (ଫା. ରାଇୟାତ୍ ବାର୍) — [ଯଥା—ରଇତଉଆର୍ ଜମି=ରଇତ ଚାଷ କରୁଥିବା ଜମି।]