ରଇତ ଭାଗିଆ Raita bhāgiā

  • ପ୍ରାଦେ. (ଜୟପୁର) ବି. — ଖମାରୋଇ; ରଇତମାନଙ୍କ— ଠାରୁ ଖଜଣା ଅସୁଲ କରିବାକୁ ଓ ଜମିବାଡ଼ି ଦେଖା ଶୁଣା କରିବାକୁ ନିଯୁକ୍ତ ଭୃତ୍ୟ (ମହାରାଜ ବିକ୍ରମ— ଉତ୍କଳ ସାହିତ୍ୟ) — A servant who is engaged to supervise his master's agriculture and tenantry