ରଇ ଜଳାଇବା Rai jaḻāibā

  • ଦେ. କ୍ରି — ଚିତାଗ୍ନି ପ୍ରଜ୍ଜ୍ୱାଳିତ କରିବା — To set fire to the funeral pyre
  • ଦେ. କ୍ରି — କାଠ ଗଦା କରି ତହିଁରେ ନିଆଁ ଲଗାଇବା — To set fire to a heap of wood
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର କ୍ରୋଧାଗ୍ନି ଉଦ୍ଦୀପ୍ତ ହେବାର କାରଣ ହେବା — (figurative) To cause a person's wrath; to exasperate a person