ରଂହତି Raṁhati

  • ସଂ. ବି (ରଂହ ଧାତୁ ବା ରମ୍ ଧାତୁ+କରଣ ବା ଭାବ. ତି; ନିପାତନ) — ବେଗ; ଗତିର ଶୀଘ୍ରତା — Speed; velocity
  • ସଂ. ବି (ରଂହ ଧାତୁ ବା ରମ୍ ଧାତୁ+କରଣ ବା ଭାବ. ତି; ନିପାତନ) — ରଥର ବେଗ — The speed of a chariot (Apte)