ଯୌଷ୍ମାକୀଣ J̄a̲u̲shmākīṇa

  • ସଂ. ବିଣ.—(ଯୁଷ୍ମଦ୍+ସମ୍ବନ୍ଧେ ଇନ୍; ନିପାତନ) — ତୁମ୍ଭ ସମ୍ବନ୍ଧୀୟ — Relating to you
  • ସଂ. ବିଣ.—(ଯୁଷ୍ମଦ୍+ସମ୍ବନ୍ଧେ ଇନ୍; ନିପାତନ) — ତୁମ୍ଭର — Your