ଯୌବନୋଦ୍ଭେଦ J̄a̲u̲banodbheda

  • ସଂ. ବି. ( 6 ଷ୍ଠୀ ତତ୍) — ଯୁବକ ସୁଲଭ ଔତ୍ସୁକ୍ୟ — Ardour of youthful passion (Apte)
  • ସଂ. ବି. ( 6 ଷ୍ଠୀ ତତ୍) — (ମ. ପ. ଲୋ) ସକାମ ପ୍ରଣୟ — Sexual love (Apte)
  • ସଂ. ବି. ( 6 ଷ୍ଠୀ ତତ୍) — (ବହୁବ୍ରୀହି) କାମ; ମଦନ — A name of Cupid (Apte)