ଯୌବନ ଶ୍ରୀ J̄a̲u̲bana ṡrī

  • ସଂ. ବି. ( 6 ଷ୍ଠୀ ତତ୍) — ତରୁଣ ବୟସରେ ସ୍ତ୍ରୀ ପୁରୁଷଙ୍କ— ଠାରେ ଜାତ ହେବା ସ୍ୱାଭାବିକ ସୌନ୍ଦର୍ଯ୍ୟ — The beauty or natural charm of youth