ଯୌନ ପାପ J̄a̲u̲na pāpa
- ସଂ. ବି.—(କର୍ମଧା) — ନୀଚ ବା ନିଷିଦ୍ଧ ଯୋନି ସଙ୍ଗମ— ଜନିତ ପାପ — Sexual sin; incest; adultery
- ସଂ. ବି.—(କର୍ମଧା) — [ଦ୍ର—ଗୁରୁପତ୍ନୀ ଗମନ, ପରସ୍ତ୍ରୀ ଗମନ, ଉଚ୍ଚ ବର୍ଣ୍ଣର ପୁରୁଷର ନୀଚ ସ୍ତ୍ରୀ ଗମନ, ନୀଚ ବର୍ଣ୍ଣର ପୁରୁଷର ଉଚ୍ଚ ଜାତୀୟା ସ୍ତ୍ରୀ ସହବାସ, ନିକଟ ସମ୍ପର୍କୀୟା ସ୍ତ୍ରୀ ଓ ବୃଷଳୀ ସଙ୍ଗେ ସହବାସ ଇତ୍ୟାଦି କଲେ ଯୌନପାପ ହୁଏ।]