ଯୌଗିକ ରୁଢ଼ J̄a̲u̲gika rūḍ̠ẖā

  • ସଂ. ବିଣ (ଦ୍ୱନ୍ଦ୍ୱ) — (ବ୍ୟାକରଣ) ବ୍ୟୁତ୍ପତ୍ତିଗତ ଓ ବ୍ୟବହାର— ଗତ (ଅର୍ଥ) ବା ଉକ୍ତ ଅର୍ଥରେ ବ୍ଯବହୃତ (ଶବ୍ଦ) — (grammar) Etymological and conventional (meanings) or (word) conveying such meanings
  • ସଂ. ବିଣ (ଦ୍ୱନ୍ଦ୍ୱ) — (ଯଥା, ଉଦ୍ଭିଦ ଶବ୍ଦର ଯୌଗିକରୂଢ଼ ଅର୍ଥ ବୃକ୍ଷଲତାଦି)।