ଯୋଡ଼ି ଯମକ J̄oṟḍ̠i j̄amaka
- ଦେ. ବି — ଯାଉଁଳି ଯମକ; ପଦ୍ଯ ରଚନାରେ ଆଦ୍ୟ ଓ ପ୍ରାନ୍ତ ଯମକଯୁକ୍ତ ପଦ୍ଯ — A poem alliterated in the beginning and at the end
- ଦେ. ବି — ଆଦ୍ୟ ଓ ପ୍ରାନ୍ତ ଯମକ — Double alliteration
- ଦେ. ବି — ଦୁଇଟି ସଦୃଶ ବସ୍ତୁର ଏକତ୍ରାବସ୍ଥିତ — Symmetrical arrangement of two similar things
- ବିଣ — (ଦୁଇଟି ସଦୃଶବସ୍ତୁ) ଏକତ୍ରାବସ୍ଥିତି ଯୋଗୁଁ ଶୋଭାଯୁକ୍ତ — (two things) Symmetrically or artistically arranged in a pair