ଯୋଡ଼ି ପିଆଦା J̄oṟḍ̠i piādā

  • ଦେ. ବି — ଜମିଦାରଙ୍କର ବା ମହାଜନଙ୍କର ପ୍ରଜା ବା ଖାତକ ପ୍ରତି ତଲବ୍ର ଗୁରୁତ୍ୱର ପ୍ରତିପାଦନ ନିମିତ୍ତ ଜଣକ ପରିବର୍ତ୍ତେ ପଠାଯିବା ଦୁଇ ଜଣ ଚପରାଶି — Double peons deputed by Zemindars or creditors to their tenants or debtors to impress the urgency of the demand upon the latters' minds