ଯୋନ୍ୟର୍ଶଃ J̄onyarṡaḥ

  • ସଂ. ବି (ବୈଦ୍ଯକ; ଯୋନି+ଅର୍ଶସ୍; ଯୋନ୍ୟର୍ଶସ୍ ଶବ୍ଦ) — ଯୋନିଜାତ ରୋଗବିଶେଷ; ଯୋନିକନ୍ଦ — A disease of the vulva
  • ସଂ. ବି (ବୈଦ୍ଯକ; ଯୋନି+ଅର୍ଶସ୍; ଯୋନ୍ୟର୍ଶସ୍ ଶବ୍ଦ) — ରକ୍ତପ୍ରଦର — Menorrhagia; profuse bleeding from the uterus