ଯୋନି ମୁଦ୍ରା J̄oni mudrā

  • ସଂ. ବି. — (ତନ୍ତ୍ର)—ଦେବାରାଧନ କାଳରେ ପ୍ରଦର୍ଶନୀୟ କରତଳ ଓ ଅଙ୍ଗୁଳିମାନଙ୍କର ସନ୍ନିବେଶବିଶେଷ (ଏହା ଯୋନି ପରି ଦେଖା ଯିବାରୁ) — A mystic gesticulation of the palms employed during worship
  • ସଂ. ବି. — [ଦ୍ର—ଏକ ହାତର କନିଷ୍ଠାଦ୍ୱାରା ଅପର କନିଷ୍ଠା ବଦ୍ଧ କରି, ତର୍ଜନୀଦ୍ୱୟ ଦ୍ୱାରା ଅନାମିକା ଦ୍ୱୟ ବଦ୍ଧ କରିବ, ଅନାମିକା ଦ୍ୱୟ ଉନ୍ନତ କରିବ ଏବଂ ଅଙ୍ଗୁଷ୍ଠ ଦ୍ୱୟର ଅଗ୍ର— ଭାଗ ମଧ୍ୟମାର ଅଗ୍ରଭାଗ ପର୍ଯ୍ୟନ୍ତ ସିଧା କରି ଦେଲେ ଯୋନି— ମୁଦ୍ରା ହୁଏ।—ପ୍ରକୃତିବାଦ।]