ଯୋନି ତୀର୍ଥ J̄oni tīrtha

  • ସଂ. ବି — ହିନ୍ଦୁମାନଙ୍କର ତୀର୍ଥ ବିଶେଷ — Name of a place of Hindu pilgrimage
  • ସଂ. ବି — [ଉ— ଭୀମା ଦେବୀଙ୍କ ସ୍ଥାନ ଯୋନି ତୀର୍ଥେ ଯାଇ। ସ୍ନାନ କଲେ ଯେ ଦେବୀ ପୁତ୍ର ସେ ହୁଅଇ। କୃଷ୍ଣସିଂହ. ମହାଭାରତ. ବନ।]