ଯୋଜୟିତା J̄ojayitā

  • ସଂ. ବିଣ. ପୁଂ. (ଯୁଜ. ଧାତୁ ଣିଚ୍+କର୍ତ୍ତୃ. ତୁ, 1 ମା. 1 ବ) — ସଂଯୋଗକାରକ; ଯେ ଯୋଡ଼େ — Combining; causing union; joining
  • ସଂ. ବିଣ. ପୁଂ. (ଯୁଜ. ଧାତୁ ଣିଚ୍+କର୍ତ୍ତୃ. ତୁ, 1 ମା. 1 ବ) — କାର୍ଯ୍ୟରେ ଲଗାଇବା (ବ୍ୟକ୍ତି) — Employing
  • ସଂ. ବି. ପୁଂ. — କାର୍ଯ୍ୟରେ ନିଯୁକ୍ତକାରୀ ବ୍ୟକ୍ତି; ଖାଉନ୍ଦ — An employer (Apte)