ଯୋଗ୍ୟ ପାତ୍ର J̄ogya pātra

  • ସଂ. ବିଣ (କର୍ମଧା) — ଉପଯୁକ୍ତ ଆଧାର — A fit receptacle
  • ସଂ. ବିଣ (କର୍ମଧା) — ଉପଯୁକ୍ତ ବ୍ୟକ୍ତି; କୌଣସି ବିଷୟ ବା ବସ୍ତୁ ବା କନ୍ଯା ପାଇବାପାଇଁ ଉପଯୁକ୍ତ ବ୍ୟକ୍ତି — A worthy person; a deserving person