ଯୋଗେଇବା J̄ogeibā

  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — (ସକର୍ମକ) ଆବଶ୍ୟକ ବସ୍ତୁ ଆଣି ପହଞ୍ଚାଇବା — To supply
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — (ଅକର୍ମକ) (ବିବାହ, ବ୍ରତ ଆଦି) ଜ୍ୟୋତିଷ ମତରେ ଶୁଭଯୋଗ ଯୁକ୍ତ ହେବା — To suit to the planets of a person's horoscope (said of marriage etc. which have to be performed if a person's stars are in auspicious positions
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — (ଯଥା—ଝିଅକୁ ଆଗାମୀ 2 ବର୍ଷକାଳ ବିଭା ଯୋଗାଉ ନାହିଁ।) — (ଯଥା—ଝିଅକୁ ଆଗାମୀ2ବର୍ଷକାଳ ବିଭା ଯୋଗାଉ ନାହିଁ)
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — ଯୋଗ୍ୟ ହେବା — To befit; to be fit for
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — (ଯଥା—ଭାଇବୋହୁଠେଇଁ ବଥ ହେଲେ ଦେଖି ଯୋଗାଏ ନାହିଁ କି, ଛୁଇଁ ଯୋଗାଏ ନାହିଁ।)
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — (କୌଣସି କାର୍ଯ୍ୟ କରିବାକୁ) ଉଚିତ ହେବା — To be proper; to becoming
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — [ଉ—ଋଜୁ ମୃଦୁ ହ୍ରୀମନ୍ତ ସତ୍ୟବାଦୀ ହୋଇ, ଏଡ଼େ ପାପ କଥା କରିବା ନ ଯୋଗାଇ। କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — ମନକୁ ପାଇବା — To seem fitting; to accord to one's desires
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — ରୁଚିକର ହେବା; ରୁଚିବା — To suit one's tastes
  • ଦେ. କ୍ରି. (ସଂ. ଯୁଜ୍ ଧାତୁ) — (ଉ— ଏ ମହାଭାରତକୁ କର୍ଣ୍ଣରେ ଶୁଣିଲେ, ଆନ କଥା ମନକୁ ନ ଯୋଗାଇ ଭଲେ। କୃଷ୍ଣସିଂହ. ମହାଭାରତ. ଆଦି।)