ଯୋଗୀନ୍ଦ୍ର J̄ogindra

  • ସଂ. ବି( 7 ମୀ ତତ୍; ଯୋଗୀ+ଇନ୍ଦ୍ର;ଯୋଗ+ଇନ୍ଦ୍ର) — ପ୍ରଧାନ ଯୋଗୀ ବା ମୁନି — An eminent sage
  • ସଂ. ବି( 7 ମୀ ତତ୍; ଯୋଗୀ+ଇନ୍ଦ୍ର;ଯୋଗ+ଇନ୍ଦ୍ର) — ଯାଜ୍ଞବଲ୍କ୍ୟ — Sage J̄ājn̄abaḻkya (Apte)
  • ସଂ. ବି( 7 ମୀ ତତ୍; ଯୋଗୀ+ଇନ୍ଦ୍ର;ଯୋଗ+ଇନ୍ଦ୍ର) — ଶିବ — God Ṡiba
  • ଦେ. ବି. ପୁଂ — ଲୋକଙ୍କର ନାମ — A name given to males
  • ଦେ. ବି. ପୁଂ — [ଦ୍ର—ଯୋଗୀ(ଗେ)ନ୍ଦ୍ର ଚନ୍ଦ୍ର; ଯୋଗୀ(ଗେ)ନ୍ଦ୍ର ନାଥ; ଯୋଗି(ଗେ)ନ୍ଦ୍ର ନାରାୟଣ; ଯୋଗୀ(ଗେ)ନ୍ଦ୍ର କୁମାର ଆଦି ନାମ ପୁରୁଷଙ୍କୁ ଦିଆଯାଏ।]