ଯୋଗୀ ଘରେ ଢିଙ୍କି J̄ogī ghare ḍhinki

  • ଦେ. ବାକ୍ୟ (ନ୍ୟାୟ) — କୌଣସି ବ୍ୟକ୍ତିର ଅନାବଶ୍ୟକ ବସ୍ତୁକୁ ତା ଘରେ ପାଇବା ପାଇଁ ଦୁରାଶା — A saying applied to a case where one expects to find a thing in a person's house which the latter does not require and consequently has not got
  • ଦେ. ବାକ୍ୟ (ନ୍ୟାୟ) — [ଦ୍ର—ଯୋଗୀମାନେ ଭିକ୍ଷାଲବ୍ଧ ତଣ୍ଡୁଳ ଖାଆନ୍ତି। ସେମାନଙ୍କର ଧାନ କୁଟିବା ପାଇଁ ଢିଙ୍କି ଦରକାର ହୁଏ ନାହିଁ।]