ଯୋଗିନୀଖିଆ J̄oginīkhiā

  • ଦେ. ବିଣ. ପୁଂ (ଗାଳି) ଓଲାଉଠା ଦେବୀଙ୍କର ଆସନ୍ନବଳି — (a curse) (a person) Who will fall a victim to cholera
  • ଦେ. ବିଣ. ପୁଂ (ଗାଳି) [ଦ୍ର—ଏହି ପୁଂଲିଙ୍ଗ ରୂପ ସ୍ତ୍ରୀମାନଙ୍କ ଦ୍ୱାରା ପୁରୁଷମାନଙ୍କ ପ୍ରତି ସାଧାରଣତଃ ପ୍ରଯୁକ୍ତ ହୁଏ।]