ଯୋଗମାୟା J̄ogamāyā

  • ସଂ. ବି. ସ୍ତ୍ରୀ — ଦୂର୍ଗା; ଭଗବତୀ; (ରୂପଧାରିଣୀ ବିଷ୍ଣୁଙ୍କର ମାୟା) — Goddess Durgā
  • ସଂ. ବି. ସ୍ତ୍ରୀ — ସଂସାରର ମାୟା — Earthly illusion (personified
  • ସଂ. ବି. ସ୍ତ୍ରୀ — ବିନ୍ଧ୍ୟାଚଳବାସିନୀ ଦୂର୍ଗା — Name of a Goddess presiding at the Bindhya hills
  • ସଂ. ବି. ସ୍ତ୍ରୀ — [ଦ୍ର—ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ ଏ ପ୍ରଥମେ ଯଶୋଦାଙ୍କ ଗର୍ଭରୁ ଜନ୍ମି ବସୁଦେବଙ୍କଦ୍ୱାରା ନୀତ ହୋଇ ଶ୍ରୀକୃଷ୍ଣଙ୍କ ସ୍ଥାନରେ ଦେବକୀଙ୍କ ସୂତିକାଗାରରେ ରକ୍ଷିତ ହେବା ପରେ କଂସ ଏହାଙ୍କୁ ଦେବକୀଙ୍କ ଗର୍ଭର ଅଷ୍ଟମ ସନ୍ତାନ ବୋଲି ମନେ କରି ଏହାଙ୍କୁ ପଥରରେ କଚାଡ଼ି ଦେବାରୁ ଏ ଆକାଶକୁ ଉଠିଯାଇ କଂସକୁ ସାବଧାନ କରି ଅନ୍ତର୍ହିତା ହେଲେ ଏବଂ ପରେ ଯାଇ ବିନ୍ଧ୍ୟାଚଳରେ ଅବସ୍ଥାନ କଲେ।]
  • ସଂ. ବି. ସ୍ତ୍ରୀ — ସନ୍ଦିପନି ମୁନିଙ୍କର ମାତା — Mother of sage Sandipani
  • ସଂ. ବି. ସ୍ତ୍ରୀ — [ଦ୍ର—ଏ ମାୟା ବିସ୍ତାର କରି ରାଧାକୃଷ୍ଣଙ୍କର ମିଳନ କରାଇଥିଲେ।]