ଯୋଗଜନ୍ମା J̄ogajanma
- ସଂ. ବିଣ. ପୁଂ. (ଯୋଗ+ଜନ୍ମନ୍; 1 ମା. 1 ବ.) — ଯେଉଁ ବ୍ୟକ୍ତି ଶୁଭଯୋଗରେ ଜନ୍ମଗ୍ରହଣ କରି ଥାଆନ୍ତି ଓ ସେଥିଯୋଗୁଁ ଜଗତରେ ଅସାଧାରଣ ଗୁଣ ଓ କୀର୍ତ୍ତିସମନ୍ୱିତ ହୁଅନ୍ତି; କ୍ଷଣଜନ୍ମା — Born under auspious stars; born under the influence of auspicious planets
- ସଂ. ବିଣ. ପୁଂ. (ଯୋଗ+ଜନ୍ମନ୍; 1 ମା. 1 ବ.) — ସବିଶେଷ ଭାଗ୍ୟବାନ୍ — Very lucky
- ସଂ. ବିଣ. ପୁଂ. (ଯୋଗ+ଜନ୍ମନ୍; 1 ମା. 1 ବ.) — କୀର୍ତ୍ତିଶାଳୀ; ଯଶସ୍ୱୀ — Famous